
ଦେଖା ଦିଅ – Dekha Dia Odia Christian Song lyrics
ଦେଖା ଦିଅ – Dekha Dia Odia Christian Song lyrics
ଦିଅ ଦେଖା ଦିଅ ହେ ଭବ ସାଗରେ………(2th)
- ଦିଅ ଦେଖା ଦିଅ ହେ ଭବ ସାଗରେ………(2th)
ଜଗତଟା ଅସାର ହେ ଏ ଦୁନିଆ କ୍ଷଣ ସ୍ଥାୟୀ
ତୁମେ ହେ ମୋ ଜଗତ ସାଇ ତୁମ ବିନା କେହିଁ ନାହିଁ
ଦିଅ ଦେଖା ଦିଅ ହେ ଭବ ସାଗରେ…ଭବ ସାଗରେ……….
ହୋ……………ହେ……………..
ସକଳ ଦେବତା ପ୍ରତିମା ମାତ୍ର ତୁମେ ଏକା ଇଶ୍ଵ
ତୁମ ଠାରେ ଜୀବନ ଅଛି ତୁମେ ହେ ପରମେଶ୍ଵର
ହେ…..ସକଳ ଦେବତା ପ୍ରତିମା ମାତ୍ର ତୁମେ ଏକା ଇଶ୍ଵ
ତୁମ ଠାରେ ଜୀବନ ଅଛି ତୁମେ ହେ ପରମେଶ୍ଵର
ମିଛ ଜଗତରୁ କରହେ ପାରି ଜୀବନ ନାବ ତୁମେ ମୋ ହରି…(2th)
ଦିଅ ଦେଖା ଦିଅ ହେ ଭବ ସାଗରେ………(2th)
ଲଡ଼ା ନାହିଁ କିଛି ଧନ ଜନ ମାନ ସନମାନ
ଯେତେ ଅଭିମାନ ଯେତେ ସ୍ବାର୍ଥ ପର ଦୁରେଇ ଦିଅ ମୋର
ହୋ………ଲଡ଼ା ନାହିଁ କିଛି ଧନ ଜନ ମାନ ସନମାନ
ଯେତେ ଅଭିମାନ ଯେତେ ସ୍ବାର୍ଥ ପର ଦୁରେଇ ଦିଅ ମୋର
ମିଛ ଜଗତରୁ କରହେ ପାରି ଜୀବନ ନାବ ତୁମେ ମୋ ହରି…(2th)
ଦିଅ ଦେଖା ଦିଅ ହେ ଭବ ସାଗରେ………(2th)