ପ୍ରାର୍ଥନା ଶୁଣ – Prarthana suna

Faith Score+1
Faith Score+1

ପ୍ରାର୍ଥନା ଶୁଣ – Prarthana suna

।। ଗୀତ।।

ପ୍ରାର୍ଥନା ଶୁଣ ମୋର ପ୍ରଭୁ,ପ୍ରାର୍ଥନା ଶୁଣ (୨ଥର)
ମୁଁ ଯେ ଦୀନହୀନ କରେ ନିବେଦନ (୨ଥର)
ଲୋତକ ମୋର କର ଗ୍ରହଣ (୨ଥର)
ପ୍ରାର୍ଥନା ଶୁଣ ମୋର ପ୍ରଭୁ ପ୍ରାର୍ଥନା ଶୁଣ…….(।
(୧) କିଏ ଅଛି ଏ ଜଗତରେ
ମୋ ପ୍ରାର୍ଥନା ଶୁଣିବାକୁ
କେହି ନାହିଁ ତୁମ ବିନା ଯୀଶୁ,
ଦୁଃଖ ମୋର ଜାଣିବାକୁ…….(୨ଥର)
ଏଣୁ ତୁମ ପଦେ ନେଲି ମୁ ଶରଣ……(୨ଥର)
ଲୋତକ ମୋର କର ଗ୍ରହଣ …..(୨ଥର)
ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ……(୨ଥର)

(୨) ତୁମେ ଯେବେ ସାହା ହେବ ନାହିଁ,
ଯିବି ମୁଁ କାହା ପାଖକୁ
ମୋ ହୃଦ ବେଦନା ଜଣାଇବି,
ଯୀଶୁ ମୁଁ ଆଉ କାହାକୁ….(୨ଥର)
ଏଣୁ ତୁମ ପାଶେ ହେଲି ସମର୍ପଣ…..(୨ଥର)
ଲୋତକ ମୋର କର ଗ୍ରହଣ……(୨ଥର)
ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ…..
ପ୍ରାର୍ଥନା ଶୁଣ ମୋର ଯୀଶୁ ,ପ୍ରାର୍ଥନା ଶୁଣ…
ପ୍ରାର୍ଥନା ଶୁଣ………..
ପ୍ରାର୍ଥନା ଶୁଣ………..

(ସମାପ୍ତ)

      About Us

      Part of the Christianmedias organization, we are dedicated to sharing worship music to inspire prayer and devotion worldwide.

      World Tamil Christians - The Ultimate Collection of Christian Song Lyrics
      Logo