ଆରାଧନା କରେ – Aradhana kore

Faith Score+1
Faith Score+1

ଆରାଧନା କରେ – Aradhana kore

ଆରାଧନା କରେ ଯୀଶୁ ତୁମ ନାମେ
ସ୍ତୁତି ତୁମ କରେ ପ୍ରଭୁ ତୁମ ନାମେ(୨)
ପ୍ରଶଂସା ଗୌରବ ମହିମା ହେଉ ତୁମ ନାମେ(୨)
୧
ମହିମା ସମ୍ବ୍ରମ କର୍ତ୍ତାପଣ ତୁମ
ତୁମେ ସର୍ବଶକ୍ତିମାନ
ସାରା ଜଗତରେ ତୁମେ ପରାକ୍ରମ
ତୁମେ ଅଟ ପ୍ରଭୁ ଆମ
ପ୍ରଶଂସା ଗୌରବ ମହିମା ହେଉ ତୁମ ନାମେ(୨)
୨
ତୁମେ ଆଦି ଅନ୍ତ ତୁମେ ହିଁ ଜୀବିତ
ତୁମେ ଆମ ସତ୍ଯ ପଥ
ଦେବଗଣ ମଧ୍ଯେ ତୁମେ ସର୍ବଶ୍ରେଷ୍ଠ
ଯୀଶୁ ତୁମେ ଯୁବାମେଷ
ପ୍ରଶଂସା ଗୌରବ ମହିମା ହେଉ ତୁମ ନାମେ(୨)

      About Us

      Part of the Christianmedias organization, we are dedicated to sharing worship music to inspire prayer and devotion worldwide.

      World Tamil Christians - The Ultimate Collection of Christian Song Lyrics
      Logo