ସୁନା ରୂପା – Suna Rupa New Odia Christian song

Faith Score+1
Faith Score+1

ସୁନା ରୂପା – Suna Rupa New Odia Christian song

କରୁଣା ମୟ ଆହେ କରୁଣା ମୟ
କରିଛି ତୁମକୁ ମୁଁ ଆଶ୍ୱାଦନ….( ୨ )
ମୁଁ ଚାଖି ଜାଣିଛି ତୁମେ ପ୍ରେମ ମୟ…( ୨ )
କରୁଣା ମୟ……

୧. ହଜାର ହଜାର ସୁନା ରୁପା ଠାରୁ
ତୁମ ମୁଖର ବାକ୍ୟ ମୋ ପ୍ରତି ଉତ୍ତମ….. ( ୨ )
ମହର ଜିହ୍ବା କରିବ ସର୍ବଦା
ତୁମର କର୍ମର ଗୁଣଗାନ
ମୋ ମଙ୍ଗଳ କାରି ତୁମେ ମଙ୍ଗଳ ମୟ
ମୋ ମଙ୍ଗଳ କାରି ମୋ ମଙ୍ଗଳ ମୟ
କରିଛି ତୁମକୁ ମୁଁ ଆଶ୍ୱାଦନ….( ୨ )
କରୁଣା ମୟ…..

୨. ହଜାର ହଜାର ମଣିମୁକ୍ତା ଠାରୁ
ମୋହର ପ୍ରିୟତ୍ତମ ଅତି ଉତ୍ତମ….( ୨ )
ମୁଁ ଯେ ଆପଣାର ପ୍ରିୟ ଯୀଶୁଙ୍କର
ସେ ପ୍ରିୟ ଯୀଶୁ ଯେ ମୋ କେଡେ ମହାନ
ମୋ ମଙ୍ଗଳ କାରି ମୋ ମଙ୍ଗଳ ମୟ…..( ୨ )
କରିଛି ତୁମକୁ ମୁଁ ଆଶ୍ୱାଦନ…( ୨ )
କରୁଣା ମୟ….

( ସମାପ୍ତ )

କରୁଣା ମୟ ଆହେ କରୁଣା ମୟ – Karuna Mai Ahe Karuna Mai

We will be happy to hear your thoughts

      Leave a reply

      About Us

      Part of the Christianmedias organization, we are dedicated to sharing worship music to inspire prayer and devotion worldwide.

      World Tamil Christians - The Ultimate Collection of Christian Song Lyrics
      Logo