He Mahiyana – ଜଗତର ହେ ମହୀୟାନ
ଜଗତର ହେ ମହୀୟାନ
ହେ ପ୍ରେମିକ ମୋ ସର୍ବଶକ୍ତିମାନ
ତୁମେ ଅଟ ମୋ ପ୍ରିୟତମ
ମୋ ଆତ୍ମା ର ତୁମେ ହିଁ ତ୍ରାଣ
ତୁମ ପାଇଁ ଯାଉ ଏ ଜୀବନ
ଜଗତରେ ହେ ଯୀଶୁ ରାଜନ(୨)
୧
ତୁମ ଠାରେ ନେଲେ ଶରଣ
ବିତିଯାଏ ସୁଖେ ମୋର ଦିନ
ତୁମ ବିନା ମୋର ଜୀବନ
ଅଟେ ପ୍ରଭୁ ଶୂନ୍ଯତା ସମାନ(୨)
ଏହି ଜଗତେ ରହି ମୋ ସାଥେ
କଢ଼ାଇ ନିଅ ମୋ ଜୀବନ(୨)
୨
ଖତରାଶି ରୁ ଉଠାଇ ତୁମେ
କଲ ପ୍ରଭୁ ମୋତେ ଉତ୍ତୋଳନ
ବନ୍ଚିଥିବି ମୁଁ ଯେତେ ଦିନ
ଗାଉଥିବି ଯୀଶୁ ତୁମ ନାମ(୨)
ତୁମରି ଦୟା ତୁମ କରୁଣା
ପ୍ରତି ପ୍ରଭାତରେ ନୂତନ(୨)
Shop Now: Bible, songs & etc
1. Follow us on our official WhatsApp channel for the latest songs and key updates!
2. Subscribe to Our Official YouTube Channel
Keywords: Tamil Christian song lyrics, Telugu Christian song lyrics, Hindi Christian song lyrics, Malayalam Christian song lyrics, Kannada Christian song lyrics, Tamil Worship song lyrics, Worship song lyrics, Christmas songs & more!
Disclaimer: "The lyrics are the property and copyright of their original owners. The lyrics provided here are for personal and educational purposes only."