Kemiti Bhulibi Mu Tumari Prema Lyrics – କେମିତି ଭୁଲିବି ମୁଁ ତୁମରି ପ୍ରେମ

Faith Score0
Faith Score0

Kemiti Bhulibi Mu Tumari Prema Odia Christian Song Lyrics, Written and sung by Bro Gabriel Baliarsingh & Kishan Singh  – କେମିତି ଭୁଲିବି ମୁଁ ତୁମରି ପ୍ରେମ

Lyrics of the Song..

କେମିତି ଭୁଲିବି ମୁଁ ତୁମରି ପ୍ରେମ(2 ଥର)
ଯେଉଁ ପ୍ରେମ ଅନୁପମ ଚିରନ୍ତନ
ଯେଉଁ ପ୍ରେମ ଅଟେ ସତ୍ୟ ଅଟେ ଅସୀମ
ଯେଉଁ ପ୍ରେମେ ପାଇଅଛି ଅନନ୍ତଜୀବନ-୦-

ମୁଣ୍ଡରେ କଣ୍ଟା ମୁକୁଟ ପିଠିରେ କୋରୋଡ଼ା ଛାଟ
ହସ୍ତ ପାଦେ କଣ୍ଟାର ପ୍ରେକ ହେଲ କ୍ଷତ ବିକ୍ଷତ
ବକ୍ଷରେ ବର୍ଚ୍ଛାର ଘାତ ଝରିଲା ରକତ ଧାର
ମୋ ପାପର ପାଇଁ କ୍ରୁଶେ ପ୍ରାଣ ଦେଲ
ଯେଉଁ ପ୍ରେମେ ପାଇଅଛି କ୍ଷମାଦାନ
ଯେଉଁ ପ୍ରେମେ ପାଇଅଛି ପରିତ୍ରାଣ
ଯେଉଁ ପ୍ରେମେ ହୋଇଅଛି ପରିବର୍ତ୍ତନ-1-

ନଥିଲା ପାପର ଲେଶ ତଥାପି ଦୋଷୀ ସାଜିଲ
ରକତେ ପାପ ଧୋଇଲ ମୋତେ ବଞ୍ଚାଇଲ
କେତେଯେ ଦୁଃଖ କଷଣ ନିରବେ ପ୍ରଭୂ ସହିଲ
ମୋ ପରି ପାପିଙ୍କୁ ଆପଣାର କଲ
ଯେଉଁ ପ୍ରେମେ ପାଇଅଛି ମୁଁ ଆଶିଷ
ଯେଉଁ ପ୍ରେମେ ପାଇଅଛି ସୁଖ ଆନନ୍ଦ
ଯେଉଁ ପ୍ରେମେ ପାଇଅଛି କରୁଣା ଦାନ-2-

Kemiti Bhulibi Mu Tumari Prema Lyrics in English

Kemiti Bhulibi Mu Tumari Prema Song Lyrics, କେମିତି ଭୁଲିବି ମୁଁ ତୁମରି ପ୍ରେମ Lyrics



Praise the Lord,
G S Music Official ପରିବାରକୁ ସମସ୍ତ ଶ୍ରୋତାବନ୍ଧୁକୁ ସହୃଦୟରୁ ସ୍ୱାଗତ ଜଣାଉ, ଈଶ୍ଵରଙ୍କ ଅନୁଗ୍ରହ ଦୟା ଓ ଆଶୀର୍ବାଦ ହେତୁ ପ୍ରଥମଥର ପାଇଁ G S MUSIC OFFICIAL ପ୍ରସ୍ତୁତ କରିଛି ଏକ ଭାବପୂର୍ଣ୍ଣ, ହୃଦୟସ୍ପର୍ଶୀ ଗୀତ ଯାହା ପ୍ରଭୁଯୀଶୁଙ୍କ ପ୍ରେମ ଓ ତ୍ୟାଗ ଉପରେ ଆଧାରିତ,। ଗୀତଟିକୁ ଶୁଣନ୍ତୁ Like Share Comment ଏବଂ Subscribe କରି ସୁସମାଚାର ବିସ୍ତାର କରିବାରେ ସାହାର୍ଯ୍ୟ କରନ୍ତୁ।
ଧନ୍ୟବାଦ

Key Takeaways

  • The article features the lyrics of the song ‘Kemiti Bhulibi Mu Tumari Prema’, written and sung by Bro Gabriel Baliarsingh and Kishan Singh.
  • It discusses the themes of divine love, sacrifice, and redemption.
  • The lyrics express deep emotions and spiritual messages.
  • It welcomes listeners to G S Music Official and encourages them to like, share, and subscribe for more content.
  • The article includes both the original Odia lyrics and mentions the English translation section.

Estimated reading time: 2 minutes

We will be happy to hear your thoughts

      Leave a reply

      About Us

      Part of the Christianmedias organization, we are dedicated to sharing worship music to inspire prayer and devotion worldwide.

      World Tamil Christians - The Ultimate Collection of Christian Song Lyrics
      Logo