କେମିତି ଭୁଲିବି ସେ ପ୍ରେମ) – Kemti Bhulibi Se prema

Faith Score+2
Faith Score+2

କେମିତି ଭୁଲିବି ସେ ପ୍ରେମ) – Kemti Bhulibi Se prema

* କେମିତି ଭୂଲିବି ସେ ପ୍ରେମ
ସେ ପ୍ରେମେ ଅଛି ମୋ ଜୀବନ

ଖୋଜି ଖୋଜି ଉଦ୍ଧାରିଲେ
କଲେ ମତେ ନିଜର

* ହୋଇଥିଲି ଯେବେ ମୁ ଏକା
କେହି ନଥିଲେ ମୋ ସାହା
ଅନ୍ଧକାରେ ହୋଇଥିଲି
ଏ ଦୁନିଆରେ ଆଶାହରା

ପାଶେ ଆସି ଲୁହ ପୋଛି
ହୋଇଲେ ସାହାରା ।

* ଅବାଟରେ ଚାଲୁ ଥିଲି ମୁ
ପାପ ପଥେ ଝୁଣ୍ଟୁଥିଲି ମୁ
ଦେଖାଇଲେ ଯୀଶୁ ଜୀବନର ପଥ

ପାସେ ଆସି ହାତ ଧରି
କରିଲେ ନିଜର ।

We will be happy to hear your thoughts

      Leave a reply

      About Us

      Part of the Christianmedias organization, we are dedicated to sharing worship music to inspire prayer and devotion worldwide.

      World Tamil Christians - The Ultimate Collection of Christian Song Lyrics
      Logo