ମୋ ହୃଦୟ ପଟ୍ଟରେ ଲେଖି ରଖିବି – Mo Hrudaya Patare
ମୋ ହୃଦୟ ପଟ୍ଟରେ ଲେଖି ରଖିବି
ଯୀଶୁଙ୍କ ନାମ
ଜିତିଗଲେ ଜିତି ଯିବି
ହାରିଗଲେ ମୁଁ ହାରିଯିବି
ତଥାପି, ତଥାପି ମୁଁ ତାଙ୍କୁ ଡାକୁଥିବି
ହେ ପିତା, ପିତା କହି ଶରଣ ମୁଁ ନେବି 0
ତାଙ୍କ ଛାମୁରେ ମୁଁ ବସିଥିବି
ତାଙ୍କରି ଗୀତ ନୀତି ଗାଉଥିବି
ତାଙ୍କରି ପଛେ ମୁଁ ଚାଲୁଥିବି
ସେ ନାମ ନେଇ ମୁଁ ବଞ୍ଚିଥିବି
ତାଙ୍କଠାରେ ହଜିଯିବି, ଏ ଜଗତକୁ ହାରି ଦେବି
ତଥାପି, ତଥାପି ମୁଁ ତାଙ୍କୁ ଡାକୁଥିବି
ହେ ପିତା, ପିତା କହି ଶରଣ ମୁଁ ନେବି 1
ହୃଦୟେ ତାଙ୍କୁ ମୁଁ ଅନୁଭବି
ମନେ ମନେ ମୁ ସପଥ କରିବି
ମୋ ଜୀବନର ଯେତେ ପାପ ଅଛି
ମନ ଖୋଲି ମୁଁ ସବୁ କହିଦେବି
କେତେବେଳେ ହସୁଥିବି, ପୁଣି କେବେ ମୁଁ କାନ୍ଦୁଥିବି
ତଥାପି, ତଥାପି ମୁଁ ତାଙ୍କୁ ଡାକୁଥିବି
ହେ ପିତା, ପିତା କହି ଶରଣ ମୁଁ ନେବି 2
- ଦୁଃଖ ଲାଗେ ଆଜି ଭାବି କୃଶର – Dukha lage aji bhabi krushara
- Dhire Dhire Odia Christian Song lyrics – ଧିରେ ଧିରେ
- ଆରାଧନା କରେ – Aradhana kore
- ପ୍ରାର୍ଥନା ଶୁଣ – Prarthana suna
- ଗାଇବି ମୁଁ ତୁମ ପ୍ରେମ – Gaibi mu tuma perma
Shop Now: Bible, songs & etc
1. Follow us on our official WhatsApp channel for the latest songs and key updates!
2. Subscribe to Our Official YouTube Channel
Keywords: Tamil Christian song lyrics, Telugu Christian song lyrics, Hindi Christian song lyrics, Malayalam Christian song lyrics, Kannada Christian song lyrics, Tamil Worship song lyrics, Worship song lyrics, Christmas songs & more!
Disclaimer: "The lyrics are the property and copyright of their original owners. The lyrics provided here are for personal and educational purposes only."